ଧର୍ମାଧ୍ୟକ୍ଷ

ଉଇକିଅଭିଧାନ‌ରୁ

ଧର୍ମାଧ୍ୟକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଧର୍ମ+ ଅଧ୍ୟକ୍ଷ; ୬ଷ୍ଠୀ ତତ୍)[ସମ୍ପାଦନା]

୧. ବିଚାରପତି —୧. Judge.
୨. ଦୀକ୍ଷା ଗୁରୁ —୨. Spiritual guide.
୩. ପ୍ରଧାନ ବିଚାରପତି; ପ୍ରାଡ଼୍ ବିବେକ — ୩. Chief justice.
୪. ବିଷ୍ଣୁ —୪. Bishṇu.
୫. ଶିବ (ହିନ୍ଦୀ - ଶ) —୫. Ṡiba.