ଧାର୍ଷ୍ଟ

ଉଇକିଅଭିଧାନ‌ରୁ

ଧାର୍ଷ୍ଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧୃଷ୍ଟ—ବିଣ)

ସଂସ୍କୃତ - ବିଶେଷ୍ୟ - (ଧୃଷ୍ଟ+ଭାବ. ଅ. ଯ)[ସମ୍ପାଦନା]

୧. ଧୃଷ୍ଟତା; ପ୍ରଗଳ୍ଗତା — ୧. Arrogance; audacity.
୨. ଔଦ୍ଧତ୍ୟ; ଅବାଧ୍ୟତା — ୧. Insubordination; insolence.
୩. ନିର୍ଲଜ୍ଜତା —୩. Shamelessness.