ଧୁର୍

ଉଇକିଅଭିଧାନ‌ରୁ

ଧୁର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧୁର୍ବ ଧାତୁ=ହିଂସା କରିବା+ କରଣ. କ୍ୱିପ୍)[ସମ୍ପାଦନା]

୧. ରଥାଗ୍ରଭାଗ; ଝୁରାମୁଣ୍ଡି —୧. The front end of a cart where both the poles meet.
୨. ଭାର; ବୋଝ —୨. Weight; burden; load.
୩. ଚିନ୍ତା —୩. Thought.
୪. ଭାବନା; ଉବ୍ଦେଗ —୪. Anxiety.
୫. ସମ୍ମୁଖ ଭାଗ —୫. Front part.
୬. ଅକ୍ଷ ଦଣ୍ଡ; ଅଖ —୬. Axle.
୭. ଶଗଡ଼ର ଯୁଆଳି —୭. Yoke of a cart.
୮. ଧନ; ସମ୍ପତ୍ତି —୮. Wealth; riches.
୯. (ଶଗଡ଼) ଅଣକିଳୀ —୯. The pin at both ends of an axle for fastening the nave of the Wheel.
୧. କର୍ତ୍ତବ୍ୟ; ଦାୟିତ୍ୱ —୧୦. Duty; responsibility.
୧୧. କମ୍ପନ —୧୧. Agitation; trembling.
୧୨. ଅଗ୍ନିସ୍ଫୁଲିଙ୍ଗ —୧୨. Spark of fire.
୧୩. ଦୁଃଖ —୧୩. Distress; affliction.
୧୪. ଗଙ୍ଗା ନଦୀର ଏକ ନାମ — ୧୪. A name of the Ganges.
୧୫. ଖୁଣ୍ଟି (ହିନ୍ଦୀ - ଶବ୍ଦସାଗର) —୧୫. Post; pillar.
୧୬. ଶୀର୍ଷ ସ୍ଥାନ (ହିନ୍ଦୀ - ଶବ୍ଦସାଗର) — ୧୬. Prominent or upmost part.
୧୭. ଅଙ୍ଗୁଳି (ହିନ୍ଦୀ - ଶବ୍ଦସାଗର) —୧୭. Finger.
୧୮. ଭାଗ; ଅଂଶ (ହିନ୍ଦୀ - ଶବ୍ଦସାଗର) — ୧୮. Part; portion.



ଧୁର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଧୁର୍ବ ଧାତୁ+ଅ)[ସମ୍ପାଦନା]

ଧୁର୍ (ଦେଖ) - Dhur (See).

=== ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଦୂର୍)

୧. ଦୂରବର୍ତ୍ତୀ —୧. Distant.
୨. ବହୁ ଦୂରରେ ଅବସ୍ଥିତ — ୨. Situated at a great distance.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଦୂରତା)[ସମ୍ପାଦନା]

ଦୂରତା —Distance.

ପ୍ରାଦେଶିକ - (ସିଂହଭୂମ; ମେଦିନୀପୁର) ବିଶେଷ୍ୟ -[ସମ୍ପାଦନା]

୧/୧: କାଠା (ଜମି ପରିମାଣ) One tenth of a Kāṭhā of land.