ଧୃଷ୍ଟତା

ଉଇକିଅଭିଧାନ‌ରୁ

ଧୃଷ୍ଟତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଧଷ୍ଟତ୍ୱ, ଧୃଷ୍ଣତା, ଧୃଷ୍ଣତ୍ୱଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ଧୃଷ୍ଟ+ଭାବାର୍ଥେତା)[ସମ୍ପାଦନା]

୧. ନିର୍ଲଜ୍ଜତା — ୧. Shamelessness; impudence.
୨. ଔଦ୍ଧତ୍ୟ; ଅବାଧ୍ୟତା — ୨. Arrogance; insolence.
୩. ପ୍ରଗଲ୍ଭତା —୩. Forwardness.