ନଅଙ୍କ

ଉଇକିଅଭିଧାନ‌ରୁ

ନଅଙ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନବାଙ୍କ)[ସମ୍ପାଦନା]

୧. ପୁରୀର ରାଜା ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୯ମ ଅଙ୍କ — ୧. The ୯th Aṅka of the reign of late Raja Dibyasiṁha Deba of Puri.
୨. ଖ୍ରୀଷ୍ଟବ୍ଦ ୧୮୬୬/୬୭: ସାଲରେ ଓଡ଼ିଶାରେ ପଡ଼ିଥିବା ଭୟାନକ ଦୁର୍ଭିକ୍ଷ —୨. The great famine of Orissa during the year ୧୮୬୬—୬୭.

[ଦ୍ରଷ୍ଟବ୍ୟ —ଏ ଦୁର୍ଭିକ୍ଷରେ ଓଡ଼ିଶାର ପ୍ରାୟ ୮ ଲକ୍ଷ ଲୋକଙ୍କର ନିରାହାର ଓ ତଜ୍ଜନିତ ରୋଗରେ ପ୍ରାଣନାଶ ଘଟିଥିଲା]

୩. ଦୁର୍ଭିକ୍ଷ —୩. Famine.