ନଉକରାନ୍

ଉଇକିଅଭିଧାନ‌ରୁ

ନଉକରାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନୌକରାନ୍—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବହୁବଚନ)[ସମ୍ପାଦନା]

ଚାକରମାନେ — Servants.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଚାକର ସମ୍ୱନ୍ଧୀୟ — ୧. Relating to servants.
୨. ଚାକିରୀ ସମ୍ୱନ୍ଧୀୟ —୨. Realting to service.

(ଯଥା—ନଉକରାନ୍ ଜାଗିରି)