ନଉଡ଼ି ଖେଳିବା
ନଉଡ଼ି ଖେଳିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
[ନଉଡ଼ି ବୁଲା(ଲେ)ଇବା—ଅନ୍ୟରୂପ]
ଅନୁବାଦ[ସମ୍ପାଦନା]
ନଉଡ଼ି ଖେଳିବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
ଦୋଳଯାତ୍ରା ବେଳେ (ଗଉଡ଼ମାନେ) ଯଷ୍ଟିଦ୍ୱାରା ନାନାପ୍ରକାର କ୍ରୀଡ଼ା କରିବା — (Cowherds) To play with sticks by brandishing them with dexterity.