ନଉରୋଜ୍
ନଉରୋଜ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
(ନଓରୋଜ୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଆରବୀ - ନଓ ଓ ଫାରାସୀ - ରୋଜ୍=ନବବର୍ଷ; ମୁସଲ— ମାନଙ୍କ ସନର ପ୍ରଥମ ଦିବସ)[ସମ୍ପାଦନା]
ଆକବର ବାଦଶାହାଙ୍କଦ୍ୱାରା ଅନୁଷ୍ଠିତ ଉତ୍ସବବିଶେଷ —୧. A festival indroduced to India by Emperor Akbar on the Mahomedan new year's day.
- ୨. ମୁସଲମାନଙ୍କ ନବବର୍ଷର ପ୍ରଥମ ଦିବସ —୨. The new year's day of the Mahomedan year.