ନକଟ
ନକଟ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନକ୍ତକ=ଲେଙ୍କଡ଼ା କନା)[ସମ୍ପାଦନା]
- ୧. ଟିକିଏ; ଅତି ଅଳ୍ପ ମାତ୍ରା —୧. A minute quantity.
(ନକଟକ; ନକଟେ—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
- ୨. କନ୍ଥା; ଚିରାକନା — ୨. Rag.
ବିଶେଷଣ -[ସମ୍ପାଦନା]
- ୧. ବକଟେ; ଅତି ଛୋଟ; କ୍ଷୁତ୍ର — ୧. Very small; a little.
- ୨. ଚିରା; ଲେଙ୍କଡ଼ା (କନା) —୨. Ragged; torn.