ନକଡ଼ା
ନକଡ଼ା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ନକଡ଼ା
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ନଅ କଡ଼ା ମାତ୍ର କଉଡ଼ି — Nine small sea shells (used as coin).
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ନଅକଡ଼ା କଉଡ଼ି ମୂଲ୍ୟର; ଯାହାର ମୂଲ୍ୟ— ଅତି ଅଳ୍ପ —୧. Of very little value.
- ୨. ଅତି ତୁଚ୍ଛ; ହେୟ —୨. Contemptible; negligible.