ନକସା
ନକସା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆରବୀ - ନକ୍ସା)[ସମ୍ପାଦନା]
- ୧. ଅଙ୍କିତ ଚିତ୍ର — ୧. A drawing.
- ୨. ଅଙ୍କିତ ପ୍ରତିମୂର୍ତ୍ତି; ଛବି —୨. Picture.
- ୩. ଭୂମି ବା ଦେଶ ଆଦିର ଚିତ୍ର — ୩. A plan; map; sketch.
- ୪. ସୁକ୍ଷ୍ମ କାରୁକାର୍ଯ୍ୟ —୪. Artistic design.
- ୫. ଆଦର୍ଶ —୫. A design; pattern.
- ୬. ଛଇ; କୌତୁକ; ତାମସା —୬. Jest; sport.
ବିଶେଷଣ -[ସମ୍ପାଦନା]
ନକସୀ (ଦେଖ) - —Nakasī (See)