ନକାବ୍
ନକାବ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆ)[ସମ୍ପାଦନା]
ମୁସଲମାନ୍ ଜାତୀୟା ସ୍ତ୍ରୀ ଓ ସାହେବାଣୀ— ମାନେ ମୁଣ୍ଡରେ ମୁହଁଠାରୁ ବେକ ପର୍ଯ୍ୟନ୍ତ ପକାଇବା ଖୁବ୍ ପତଳା ବା ଜାଲଜାଲୁଆ ଲୁଗା ବା ଜାଲିଓଢ଼ଣା — A veil of gauze or net put on the head over the face by respectable Mahomedan and European ladies.
[ଦ୍ରଷ୍ଟବ୍ୟ —ଏହାର ବ୍ୟବହାରହ୍ୱାର ମୁହଁରେ ଧୂଳି ଓ ପୋକଆଦି ପଡ଼ନ୍ତି ନାହିଁ ପରିଧାନକାରିଣୀ ସମସ୍ତଙ୍କୁ ଦେଖି ପାରନ୍ତି, କିନ୍ତୁ ତାଙ୍କ ମୁହ ଅନ୍ୟ କେହି ନିରେଖି କରି ଦେଖିପାରେ ନାହିଁ]