ନକାସୀ କାମ

ଉଇକିଅଭିଧାନ‌ରୁ

ନକାସୀ କାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଆରବୀ - ନକ୍କାସୀ+ସଂସ୍କୃତ - କର୍ମ)[ସମ୍ପାଦନା]

୧. ଧାତୁ ଓ ମଣି ଆଦି ଉପରେ ଖୋଦନ କର୍ମ — ୧. Engraving or carving on metal and gems.
୨. ଧାତୁ ଓ ମଣିଆଦି ଉପରେ ଖୋଦନ କରିବା ବିଦ୍ୟା ବା କୌଶଳ —୨. The art of engraving or carving on metals and gems.