ନକ୍ତଭୋଜୀ

ଉଇକିଅଭିଧାନ‌ରୁ

ନକ୍ତଭୋଜୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନକ୍ତଭୋଜିନୀ—ସ୍ତ୍ରୀ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନକ୍ତ+ଭୁଜ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)[ସମ୍ପାଦନା]

ଯେ ଦିନରେ ଉପବାସ ରହି ରାତିରେ ଭୋଜନ କରେ; ନକ୍ତବ୍ରତଧାରୀ — Taking meals at night.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ପେଚା —୧. Owl.
୨. ବାଦୁଡ଼ି —୨. Bat.