ନଖ
ନଖ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ନଖ
ସଂସ୍କୃତ - ବିଶେଷ୍ୟ - (ନଖ୍ ଧାତୁ= ବୃଦ୍ଧି ପାଇବା+କର୍ତ୍ତୃ. ଅ; ଯାହା ପ୍ରତି ଦିନ ବୃଦ୍ଧି ପାଏ)[ସମ୍ପାଦନା]
- ୧. ଅଙ୍ଗୁଳିର ଅଗ୍ରଭାଗସ୍ଥ ଉପାସ୍ଥି ୧. Nail.
- ୨. ପଶୁପକ୍ଷୀଙ୍କ ନଖର ବା ତୀକ୍ଷ୍ଣ ନଖ — ୨. Claws or talons of animals.
[ଦ୍ରଷ୍ଟବ୍ୟ —କେହି କେହି 'ନଖ'କୁ 'ଲଖ' ବୋଲି ଉଚ୍ଚାରଣ କରନ୍ତି]
- ୩. ପତଳା ଅଂଶ; ପତଳା ଲମ୍ୱ ଖଣ୍ଡ —୩. Part; slice.
[[]] ୪ ନଖୀ ]] ୨ (ଦେଖ) - —୪. Nakhī ୨ (See)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଫାରାସୀ - ନଖ୍)[ସମ୍ପାଦନା]
ଘୁଡ଼ି ଉଡ଼ାଇବାର ଡୋରି — A string for a paper kite.