ନଖଗୁଚ୍ଛଫଳା

ଉଇକିଅଭିଧାନ‌ରୁ

ନଖଗୁଚ୍ଛଫଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନଖପୁଞ୍ଜଫଳା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନଖ+ ଗୁଚ୍ଛ+ ଫଳ, ଯାହାର ଫଳଗୁଚ୍ଛ ନଖଗୁଚ୍ଛପରି)[ସମ୍ପାଦନା]

ଏକପ୍ରକାର ଶିମ୍ୱ (ହିନ୍ଦୀ - ଶବ୍ଦସାଗର) — A kind of bean.