ନଖ ରାମ୍ପୁଡ଼ା

ଉଇକିଅଭିଧାନ‌ରୁ

ନଖ ରାମ୍ପୁଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନଖଦ୍ୱାରା ଚିରିବା ବା ବିଦାରିବା — ୧. Scratching by finger-nails.
୨. ନଖଚିହ୍ନ —୨. Marks left by scratching with the nails.

ଦେଶଜ - ବିଶେଷଣ -[ସମ୍ପାଦନା]

ନଖରେ ରାମ୍ପିବାରୁ ଉତ୍ପନ୍ନ; ନଖରେ ରାମ୍ପୁଡ଼ିବା ଯୋଗୁଁ ହୋଇଥିବା —Due to nail-scratching.