ନଗଦ
Wiktionary ରୁ
[ଏହାକୁ ବଦଳାନ୍ତୁ] ବିଶେଷ୍ୟ
[ଏହାକୁ ବଦଳାନ୍ତୁ] ବିଶେଷଣ
- ଗଚ୍ଛିତ, ଉପସ୍ଥିତ (ମୂଦ୍ରା)
- ସଙ୍ଗେ ସଙ୍ଗେ ଦେୟ ବା ଦିଆଯାଇଥିବା
- ସଙ୍ଗେ ସଙ୍ଗେ ମୂଲ୍ୟ ଦିଆଯାଇ କ୍ରୀତ
- ଅତି ଅଳ୍ପ କାଳ ହେଲା ଘଟିଥିବା
[ଏହାକୁ ବଦଳାନ୍ତୁ] କ୍ରିୟା ବିଶେଷଣ
- ସଙ୍ଗେ ସଙ୍ଗେ ଟଙ୍କା ଦେବା
- ଅତିଶୀଘ୍ର; ସଙ୍ଗେ ସଙ୍ଗେ
- ଅତି ଅଳ୍ପ କାଳ ହେଲା