ନଗର ନିବାସୀ

ଉଇକିଅଭିଧାନ‌ରୁ

ନଗର ନିବାସୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନଗର ନିହାସିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଉପପଦ ବହୁବ୍ରୀହି; ନଗର+ନିବାଲସିନ୍; ୧ମା. ୧ବ)[ସମ୍ପାଦନା]

ସହରିଆ; ନାଗରିକ — Residing in a town.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବଜାରିଆ ବା ସହରିଆ ଲୋକ — A cockney; townsman