ନଟି
ନଟି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. (ଚିଲିକାରେ)ଚଳୁଥିବା ନୌକାର ପାଲକୁ ଅଟକାଇ ରଖିବା ସକାଶଏ ବ୍ୟବହୃତ ଲମ୍ୱା ଦଉଡ଼ି — ୧. A long piece of rope used for holding tightly the sail of a boat in motion.
- ୨. (ଆଦାର୍ଥକ) ନଟବର ଡ଼ାକ ନାମ — ୨. A fond name for calling Naṭabara.
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଲତା)[ସମ୍ପାଦନା]
ଲଟି; ଲଟା; ଛୋଟ ଛୋଟ ଲତା — Small creepers.
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -[ସମ୍ପାଦନା]
ଲତାବହୁଳ ବନ — A jungle full of creepers.
ପ୍ରା.ଦେଶଜ - (ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]
ଲତାବହୁଳ ବନ — A jungle full og creepers.