ନଦୀ

ଉଇକିଅଭିଧାନ‌ରୁ

ନଦୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନଦ+ସ୍ତ୍ରୀ. ଇ)[ସମ୍ପାଦନା]

(ନଦର ସ୍ତ୍ରୀଲିଙ୍ଗ) ନଦ (ଦେଖ) - Feminine of Nada; Nada (See)

[ନଦୀର ଅନ୍ୟ ସଂସ୍କୃତ - ନାମ—ସରିତ, ସରିତା, ଆପଗା, ତରଂଗିଣୀ ଶୈବଳିନୀ, ତଟିନୀ, ହ୍ରଦିନୀ, ଧୂନୀ, ସ୍ରୋତସ୍ୱତୀ, ସ୍ରବନ୍ତୀ, ନିମ୍ନଗୀ, ନିର୍ଝରିଣୀ, ସରସ୍ୱତୀ, ସମୁଦ୍ରଗା, କୂଳବତୀ, କୂଳଂକଷା, କଲ୍ଲୋଳିନୀ, ଋଷିକୁଲ୍ୟା, ସ୍ରୋତବାହା ଅଗଭୀର ଓ ପ୍ରଶସ୍ତ ଓ ଦୀର୍ଘ ଜଳମାର୍ଗକୁ ନଦ ଓ ଗଭୀର ନଦକୁ ନଦୀ ବୋଲାଯାଏ]