ନମ
ନମ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନାମ ଧାତୁ+ଭାବ. ଅ)[ସମ୍ପାଦନା]
- ୧. ମାନ୍ୟ ବ୍ୟକ୍ତିଙ୍କୁ ଅଭିବାଦନ; ପ୍ରଣାମ; ନମସ୍କାର — ୧. Salutation; bowing; obisance.
- ୨. ନତି; ଲଇଁବା —୨. Bowing; bending.
- ୩. ତ୍ୟାଗ —୩. Giving up; abandoning.
- ୪. ବିଳାପ —୪. Lamentation ;wailing.
- ୫. ଦାନ —୫. Gift.
ଦେଶଜ - ଅ. (ସଂସ୍କୃତ - ନମଃ)[ସମ୍ପାଦନା]
ହେ ମହାଶୟ,ଆପଣଙ୍କୁ ନମସ୍କାର କରୁଛି, ପ୍ରମାଣ ! ଦଣ୍ଡବତ ! —(interjection) Good morning ! I salute thee! I bow to you !
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ନମଦା ନାମ୍ନୀ ସ୍କୀର ଡାକ ନାମ — Name for calling Narmadā.