ନହୁଣିଆ

ଉଇକିଅଭିଧାନ‌ରୁ

ନହୁଣିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନବନୀତ)[ସମ୍ପାଦନା]

୧. ନବନୀତ ପରି କୋମଳ — ୧. Soft as butter.

ନୁହା ନୁହାଣିଆ ମାଟି, ବରଷାରେ ଯାଏ ଦଲା ଦଲେଇଲୋ, ଖରା କଲେ ଯାଏ ଫାଟି ଘୁମୁରା ଗୀତ

୨. ଲହୁଣୀ ମିଶ୍ରିତ —୨. Mixed with butter.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଯେ ଲହୁଣୀ ବିକ୍ରୟ କରେ — ୧. Better seller.
୨. ଏକ ପ୍ରକାର ଦେଶୀ ବ୍ୟାୟାମ — ୨. A sort of bodily exercise.