ନାମ ଧାତୁ

ଉଇକିଅଭିଧାନ‌ରୁ

ନାମ ଧାତୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)[ସମ୍ପାଦନା]

ଶବ୍ଦରେ ବିଶେଷ ବିଶେଷ ଅର୍ଥରେ ପ୍ରତ୍ୟୟ କରି ଯେଉଁ ଧାତୁ ନିଷ୍ପନ୍ନ ହୁଏ — A verbal root formed from a noun or an adjective; a nominal verb

ଯଥା—'ପ୍ରଭାତିଲା ବିଭାବରୀ ହସିଲେ ଉଜ୍ୱଳେ' ରାଧାନାଥ—ବେଣୀସଂହାର

[ ଦ୍ର—ସଂସ୍କୃତରେ ନାମ ଧାତୁର ଉଦାହରଣ—ପାର୍ଥଶବ୍ଦରୁ ନାମ ଧାତୁ ପାର୍ଥାୟ; ହରିତ ଶବ୍ଦରୁ ନାମ ଧାତୁ ହରିତାୟ ଓଡ଼ିଆରେ ନାମଧାତୁର ଉଦାହରଣ ଗୋଡ଼ି ଶବ୍ଦରୁ ନାମଧାତୁର କ୍ରିୟା ଗୋଡ଼ା (ଡ଼େ)ଇବା; ନଖରୁ ନଖା(ଖେ)ଇବା;ପେଟରୁ ପେଟା(ଟେ)ଇବା; ଚିକଣରୁ ଚିକଣା(ଣେ)ଇବା ଇତ୍ୟାଦି]