ନାହି ଡ଼େଇଁବା

ଉଇକିଅଭିଧାନ‌ରୁ

ନାହି ଡ଼େଇଁବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯଥା—ତା ଛାଇ ପଡ଼ିଲେ ୟା ନାହି ଡ଼େଉଁଛି)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ଲକ୍ଷଣାର୍ଥ) ରାଗାନ୍ୱିତ ହେବା, ଚିଡ଼ିବା — ୧. Becoming enraged or sullen.
୨. ଉଦର ଯନ୍ତ୍ରଣା ଯୋଗୁଁ ନାଭିରେ ସ୍ପନ୍ଦନ ଅନୁଭୂତ ହେବା — ୨. The throbbing of the navel on account of pain in the abdomen.