ନାୟ

ଉଇକିଅଭିଧାନ‌ରୁ

ନାୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ନୀ ଧାତୁ+ଭାବ. ଅ)

୧. ନୟ; ନୀତି — ୧. Policy.
୨. ପ୍ରାପଣ; ନେବା —୨. Obtaining.
୩. ଉପାୟ; ଯୁକ୍ତି (ହିନ୍ଦୀ - ଶ.) — ୩. Expendient; means; policy.
୪. (+କର୍ତ୍ତୃ. ଅ.) ନାୟକ; ନେତା (ହିନ୍ଦୀ - ଶ.) — ୪. Leader; guide.