ନିଚୟ

ଉଇକିଅଭିଧାନ‌ରୁ

ନିଚୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ନି+ଚି ଧାତୁ=ତୋଳିବା; ଏକତ୍ର କରିବା+ କର୍ମ. ଅ)

୧. ସମୁହ; ସକଳ; ନିବହ — ୧. Multitude; assemblage; collection.
୨. ଗଦା; ରାଶି —୨. Heap; mass.
୩. (+ଭାବ. ଅ) ସଞ୍ଚୟ —୩. Gathering; storing; store.
୪. ଉପଚୟ; ବୃଦ୍ଧି —୪. Increase.
୫. ନିଶ୍ଚୟ (ହିନ୍ଦୀ - ଶ.) —୫. Certainty (Apte).

(ନିଚୟେ—ଅନ୍ୟରୂପ)

=== ଗ୍ରାମ୍ୟ - ଅ.

ନିଶ୍ଚେ — Certainly.

ଆଉ କି ଜୀଇଁକି ନିଚୟେ ମରିବି—ହରିବି ମନର ବେଦନା ପ୍ରାଚୀ. ପ୍ରତାପ ଶଶିଶେଣା