ନିପରବା

ଉଇକିଅଭିଧାନ‌ରୁ

ନିପରବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ନିପରୁଆ, ନିପରେଇଅନ୍ୟରୂପ

ବୈଦେଶିକ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ଫା ନାପରବାହ୍)[ସମ୍ପାଦନା]

୧. ବେପରୁଆ; ନିଶ୍ଚିନ୍ତ — ୧. Free from anxiety.
୨. ଅସାବଧାନ —୨. Careless.
୩. ନିର୍ଭୀକ —୩. Fearless; undaunted.