ନିରଶନ

ଉଇକିଅଭିଧାନ‌ରୁ

ନିରଶନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିରଶନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ନିର୍=ନାହିଁ+ଅଶନ=ଭୋଜନ)[ସମ୍ପାଦନା]

ଅନଶନାବସ୍ଥା —Fasting; starvation; abstinence.

ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)[ସମ୍ପାଦନା]

୧. ଯେ ଭୋଜନ କରି ନାହିଁ ; ନିରାହାର —୧. Going without food; fasting.
୨. ସଂଯତାହାର —୨. Abstaining from food.