ନିରହଂକାର

ଉଇକିଅଭିଧାନ‌ରୁ

ନିରହଂକାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିରହଂକାରା—ସ୍ତ୍ରୀ) 

(ନିରହଂସ୍ତମ୍ଭ,ଲ ନିରହଂଭାବ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି;ନିର୍+ଅହଂକାର)[ସମ୍ପାଦନା]

୧. ଅହଂକାରଶୂନ୍ୟ; ଗର୍ବଶୂନ୍ୟ — ୧. Free from egotism or arrogance.
୨. ନିରଭିମାନ —୨. Humble;modest.

ବିଶେଷ୍ୟ -[ସମ୍ପାଦନା]

ଗର୍ବଶୂନ୍ୟତା —Freedom from egotism or pride.