ନିରୀଶ୍ୱର

ଉଇକିଅଭିଧାନ‌ରୁ

ନିରୀଶ୍ୱର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରାହି; ନିର୍+ଈଶ୍ୱର)[ସମ୍ପାଦନା]

୧. ଈଶ୍ୱରଶୂନ୍ୟ — ୧. Godless; destitute of God.
୨. ନାସ୍ତିକ —୨. Denying the existence of God; atheistic.

ବିଶେଷ୍ୟ -[ସମ୍ପାଦନା]

ଈଶ୍ୱରଙ୍କ ଅସ୍ତିତ୍ୱ ଅସ୍ୱୀକାର; ନିରୀଶ୍ୱରବାଦ; ନାସ୍ତିକତା — Denial of the existence of God, atheism.