ନିରୁତ୍ସାହ

ଉଇକିଅଭିଧାନ‌ରୁ

ନିରୁତ୍ସାହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିରୁତ୍ସାହା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ଫୁ. (ବହୁବ୍ରୀହି; ନିର୍+ଉତ୍ସାହ)[ସମ୍ପାଦନା]

୧. ଉତ୍ସାହଶୂନ୍ୟ — ୧. Devoid of zeal.
୨. ଉଦ୍ୟମଶୂନ୍ୟ —୨. Having no exertion.
୩. ଅଳସ —୩. Indolent.

ବିଶେଷ୍ୟ -[ସମ୍ପାଦନା]

ଉତ୍ସାହର ଅଭାବ —Want of Zeal.