ନେତା
ଦେଖଣା
- ନାୟକ
- ପରିଚାଳକ ବ୍ୟକ୍ତି
- ପଥ ପ୍ରଦର୍ଶକ ବ୍ୟକ୍ତି
- ସ୍ଵାମୀ; ମାଲିକ
- ପ୍ରଭୁ; ଖାମିଦ
- ସର୍ଦ୍ଦାର
- କାର୍ଯ୍ୟନିର୍ବାହକ ବ୍ୟକ୍ତି
- ନିମ ଗଛ
- ବିଷ୍ଣୁଙ୍କର ଏକନାମ
- ଯେ ନିଏ
- ପଥପ୍ରଦର୍ଶକ
- ପ୍ରେରକ
- ପ୍ରାପକ
- କାର୍ଯ୍ୟ ନିର୍ବାହକନେତା
ଉଚ୍ଚାରଣ
[ସମ୍ପାଦନା](ନେତ୍ରୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ଫୁ. (ନୀ ଧାତୁ=ନେବା+କର୍ତ୍ତୃ. ତୃ; ୧ମା.୧ବ)
- ୧. ନାୟକ —୧. Leader.
- ୨. ପରିଚାଳକ ବ୍ୟକ୍ତି —୨. Conductor.
- ୩. ପଥ ପ୍ରଦର୍ଶକ ବ୍ୟକ୍ତି —୩. Guide.
- ୪. ସ୍ୱାମୀ; ମାଲିକ —୪. Owner.
- ୫. ପ୍ରଭୁ; ଖାମିଦ —୫. Master.
- ୬. ସର୍ଦ୍ଦାର —୬. Headman.
- ୭. କାର୍ଯ୍ୟନିର୍ବାହକ ବ୍ୟକ୍ତି — ୭. Superintendent; manager.
- ୮. ନିମ ଗଛ (ହିନ୍ଦୀ - ଶ) —୮ The Nim tree.
- ୯. ବିଷ୍ଣୁଙ୍କର ଏକନାମ (ସହସ୍ରନାମୋକ୍ତ) — ୯. A name of Bishṇu.
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଯେ ନିଏ —୧. Taking.
- ୨. ପଥପ୍ରଦର୍ଶକ — ୨. Leading; guiding; conduction.
- ୩. ପ୍ରେରକ —୩. Sending.
- ୪. ପ୍ରାପକ —୪. Receiving; procuring.
- ୫. କାର୍ଯ୍ୟ ନିର୍ବାହକ —୫. Superintending a work.