ନ୍ୟଞ୍ଚ୍

ଉଇକିଅଭିଧାନ‌ରୁ

ନ୍ୟଞ୍ଚ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନି+ଅନ୍ଚ୍ ଧାତୁ+କର୍ତ୍ତୃ. କ୍ୱିପ୍)[ସମ୍ପାଦନା]

୧. ନୀଚ — ୧. Vile; mean.
୨. କ୍ଷୁଦ୍ର —୨. Little.
୩. ନିମ୍ନ —୩. Low.
୪. (+କର୍ମ. କ୍ୱିପ୍)—ହେୟ — ୪. Contemptible.
୫. ଖର୍ବ —୫. Dwarfish; short.