ପଛ ବୁଣା

ଉଇକିଅଭିଧାନ‌ରୁ

ପଛ ବୁଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ପଶ୍ଚାତ ବପନ)[ସମ୍ପାଦନା]

୧. ପଛରେ ବୁଣାଯାଇ— ଥିବା —୧. Sown after the proper season.
୨. ପଛରେ ବପନ କରିଥିବା (ବ୍ୟକ୍ତି) — ୨. One who has sown seeds after season.