ପଞ୍ଚାଇବା
ପଞ୍ଚାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ପଅଞ୍ଚା(ଞ୍ଚେ)ଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. (ପଞ୍ଚିବାର ଣିଜନ୍ତରୂପ) ଦୋଳିରେ ବସାଇ ହଲାଇବା — ୧. To rock as in a cradle.
- ୨. ଜାଲବୁଣା ସୂତାକୁ ବଳିବା — ୨. To prepare threads for nets by rolling.
- ୩. ଜାଲବୁଣା ସୂତାକୁ ବଳିବା ପାଇଁ ତାକୁଡ଼ିକୁ ଘୁରାଇବା — ୩. To roll a spindle in order to prepare threads for nets.
- ୪. ପାଞ୍ଚିବାର ଣିଜନ୍ତରୂପ — ୪. To cause to think or infer.