ପଟିକିଆ

ଉଇକିଅଭିଧାନ‌ରୁ

ପଟିକିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପଟିଆ, ପଟକିଆ, ପଟିକାଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଦୁଇଟି ବା ଯୋଡ଼ା ମଧ୍ୟରୁ ଗୋଟିକିଆ ହୋଇ ରହିବା —୧. Being one laft out of a pair.
୨. ପଟକାଣିଆ; ଏକାକୀ; ଗୋଟିକିଆ — ୨. Single; singular;