ପତ୍ର

ଉଇକିଅଭିଧାନ‌ରୁ

ପତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପତ୍ ଧାତୁ+କର୍ତ୍ତୃ. ର)[ସମ୍ପାଦନା]

୧. ଦଳ; ଗଛର ପତ୍ର — ୧. Leaf of a tree.
୨. ବହିର କାଗଜ —୨. Leaf of a book.
୩. ଚିଠି —୩. Letter.
୪. ଲେଖ; ଲିପି; ଦଲିଲ — ୪. Document; deed; a writing.
୫. ହୁକୁମନାମା —୫. Order.
୬. ଅଙ୍ଗୀକାର ପତ୍ର — ୬. Deed of agreement or contract.
୭. ପକ୍ଷ; ଡ଼େଣା —୭. Wing of a bird.
୮. ଧାତୁର ପାତିଆ —୮. Foil of metal.
୯. ବାଣର ପକ୍ଷ —୯. The feather of an arrow.
୧. ଯାନ; ବାହନ —୧୦. Vehicle; conveyance.
୧୧. ଶସ୍ତ୍ରାଦିର ପାତ —୧୧. Blade of a Weapon.
୧୨. ଦେହରେ ପତ୍ରାକୃତି ରଚନାବଳୀ — ୧୨. Leaf-like painting on the body.
୧୩. ଅନ୍ନାଦି ଖାଇବା ପାଇଁ ଭୂମିରେ ପାରିବା ପତ୍ର — ୧୩. Leaves used as plates for meal.
୧୪. ତେଜପତ୍ର (ହିନ୍ଦୀ - ଶ) —୧୪. Cassia leaf.
୧୫. ପକ୍ଷୀ (ହ.ଶ.) —୧୫. Bird.

ଦେଶଜ - ବିଶେଷ୍ୟ - (ଅନ୍ୟ ଶବ୍ଦ ସଙ୍ଗେ ସହଚର ରୂପେ ବ୍ୟବହୃତ, ଯଥା—ପଇସା ପତ୍ର; ହିସାବ ପତ୍ର; ଚିଠି ପତ୍ର; କାଗଜ ପତ୍ର; ଜିନିସ ପତ୍ର; ପାଉଣା ପତ୍ର)[ସମ୍ପାଦନା]

୧. ସମୂହ —୧. Collection.
୨. ଆଦି; ଇତ୍ୟାଦି —୨. Etcetra.

ଦେଶଜ - ବିଶେଷ୍ୟ - (ଜାହାଜିଆ ଶବ୍ଦ)[ସମ୍ପାଦନା]

ନୌକାରେ ବ୍ୟବହୃତ ଆହୁଲାର ଚଟୁ ପରି ଚଉଡ଼ା ଅଗ୍ରଭାଗ ବା ଆହୁଲାର ପଙ୍ଖା — The fan-shaped end of an oar; the spoon-shaped blade of an oar.