ପଥିକ

ଉଇକିଅଭିଧାନ‌ରୁ

ପଥିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପଥିଜା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ଫୁ. (ସଂସ୍କୃତ - ପଥିନ୍=ପଥ+ଗତ୍ୟର୍ଥରେ. କ)[ସମ୍ପାଦନା]

୧. ପଥଭ୍ରମଣକାରୀ —୧. Wayfaring; travelling.
୨. ଗୃହଠାରୁ ବହୁଦୂରସ୍ଥ ବିଦେଶବାସୀ; ପ୍ରବାସୀ — ୨. Sojourning.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ପାନ୍ଥ; ବାଟୋଇ —୧. Traveller; way- farer.
୨. ବିଦେଶବାସୀ ବ୍ୟକ୍ତି; ପ୍ରବାସୀ —୨. Sojourner.
୩. ପଥଦର୍ଶକ —A guide (M.W.)