ପଥୀ

ଉଇକିଅଭିଧାନ‌ରୁ

ପଥୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପଥିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଫୁ. (ପଥ୍ୟ+ଇନ୍; ୧ମା. ୧ବ)[ସମ୍ପାଦନା]

୧. ପଥିକ — Traveller.
୨. ପଥ ଦର୍ଶକ —୨. Guide.

କୃଷ୍ଣ ଯାହା ହୃଦେ ପଥୀ. କୃଷ୍ଣ ପଞ୍ଚମୀ ଯେ ତିଥି ଭଞ୍ଜ, କୋଟୀବ୍ରହ୍ମାଣ୍ଡ ସୁନ୍ଦରୀ