ପରାଧି

ଉଇକିଅଭିଧାନ‌ରୁ

ପରାଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପର+ଆଧି)[ସମ୍ପାଦନା]

୧. ଅନ୍ୟବ୍ୟକ୍ତିର ରୋଗ — ୧. The disease or sickness of other people.
୨. (କର୍ମଧା; ପର+ଆଧି)—ଉତ୍କଟ ବ୍ୟାଧି — ୨. Severe illness.