ପରାନ୍ନଜୀବୀ

ଉଇକିଅଭିଧାନ‌ରୁ

ପରାନ୍ନଜୀବୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ପରାନ୍ନଜୀବିନ୍; ପରାନ୍ନ+ଜୀବ୍ ଧାତୁ+ ଅସ୍ତ୍ୟର୍ଥେ ଇନ୍)[ସମ୍ପାଦନା]

ପରାନ୍ନଦ୍ୱାରା ପ୍ରତିପାଳିତ; ମାଗଣାଖିଆ —Living or subsisting on another's food; sponging.

(ପରାନ୍ନପରିପୁଷ୍ଟ, ପରାନ୍ନପୁଷ୍ଟ, ପରାନ୍ନଭୋଗୀ, ପରାନ୍ନଭୂକ୍, ପରାନ୍ନ— ଭୋଜୀ, ପରାନ୍ନଧ୍ୱଂସୀ, ପରାନ୍ନୋପଜୀବୀ—ପୁଂ—ଅନ୍ୟରୂପ) (ପରାନ୍ନଜୀବିନୀ, ପରାନ୍ନପୁଷ୍ଟ, ପରାନ୍ନଭୋଜିନୀ, ପରାନ୍ନପରିପୁଷ୍ଟା, ପରାନ୍ନଧ୍ୱଂସିନୀ—ସ୍ତ୍ରୀଲିଙ୍ଗ)