ପରୁଆ

ଉଇକିଅଭିଧାନ‌ରୁ

ପର୍ଉଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ପର୍ବା, ପର୍ବା, ପର୍ବାୟ, ପର୍ବେଇ, ପରୁଆ, ପରବାଇ, ପରେଇଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପର୍ବାହ୍)[ସମ୍ପାଦନା]

୧. ଭାବନା; ଚିନ୍ତା; ଉଦ୍ୱେଗ —୧. Anxiety; care.
୨. ଦକ —୨. Fear.
୩. ଧ୍ୟାନ୍; ମନୋଯୋଗ —୩. Attention.