ପାଛୋଟିବା

ଉଇକିଅଭିଧାନ‌ରୁ

ପାଛୋଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ପ୍ରତ୍ୟୁଦ୍ଗମନ; ପ୍ରତ୍ୟୁଦବ୍ରଜନ; ତୁଳ. ସଂସ୍କୃତ - ପ୍ରସ୍ଥାପନ)[ସମ୍ପାଦନା]

୧. ବଳାଇ ଦେବା; ବିଦାୟ ଦେବା ନିମନ୍ତେ ବନ୍ଧୁ ବା ମାନ୍ୟ ବ୍ୟକ୍ତଙ୍କ ସଙ୍ଗରେ କିଛିଦୂର ବଳାଇ ଦେବାକୁ ଯିବା; ପାଛୋଟି ଯିବା —୧. To accompany a departing honoured guest for some distance to see him off.
୨. ଆଗନ୍ତୁକ ବନ୍ଧୁ ବା ମାନ୍ୟ ବ୍ୟକ୍ତି ଆପଣା ନିକଟରେ ପହଞ୍ଚିବା ପୂର୍ବରୁ ଖଣ୍ଡଦୂରକୁ ଯାଇ ତାଙ୍କୁ ସାଙ୍ଗେ ସାଙ୍ଗେ ଆଣିବା — ୨. To advance to some distance to meet an uncoming honoured guest and accompany him to the destination.

ପାଛୋଟି ଖଣ୍ଡେ ଦୂର ଯାଇ, ସାଷ୍ଟାଙ୍ଗେ ଦଣ୍ଡବତ ହୋଇ ଭୂପତି, ପ୍ରେମପଞ୍ଚାମୃତ