ପିନ୍ଧା
ପିନ୍ଧା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ପିଁଧା, ପିଂଧାଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଧାନ; ପରିଧାନ)[ସମ୍ପାଦନା]
- ୧. (ବସ୍ତ୍ର ଅଳଙ୍କାର ଆଦି) ପରିଧାନ କରିବା କର୍ମ — ୧. Wearing; dressing.
- ୨. ପୋଷାକ; ପରିଧେୟ ବସ୍ତ୍ର; ପହରଣ — ୨. Cloth; dress.
ମୁଖବାସକୁ ଦେଲେ ଗୁଆ, ଦିବ୍ୟ ପତନୀ ପିନ୍ଧା ନୂଆ ଭୂପତି. ପ୍ରେମପଞ୍ଚାମୃତ
ଅନୁବାଦ[ସମ୍ପାଦନା]
- ୩. ଅଣ୍ଟାରୁ ତଳକୁ ଯେଇଁ ଲୁଗା ପିନ୍ଧା ଯାଏ; ଅଧୋବାସ; ଧୋତି — ୩. Cloth worn round the waist ; lower garment; loin cloth.
- ୪. ପିନ୍ଧାଯିବା ଲୁଗାର ଆଗ ପାଖ ଫେର — ୪. The plaited portion of the dhoti laid over the front of the waist-band. (Hollows)
ଅନୁବାଦ[ସମ୍ପାଦନା]
ପିନ୍ଧା
|
ଦେଶଜ - ବିଶେଷଣ -[ସମ୍ପାଦନା]
ପରିହତ; ପରିଧାନ କରାଯାଇଥିବା — Worn.