ପେଟରା

ଉଇକିଅଭିଧାନ‌ରୁ

ପେଟରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପେଟକ; ପିଟକ)[ସମ୍ପାଦନା]

୧. ପେଡ଼ି; ପେଡ଼ା; ବାଉଁଶ ବା ବେତନିର୍ମିତ ଆବରଣଯୁକ୍ତ ପେଡ଼ା —୧. A basket with a moving cover.
୨. ସିନ୍ଧୁକ; ବାକ୍ସ —୨. A trunk; a box.

ଦେଶଜ - ବିଶେଷଣ -[ସମ୍ପାଦନା]

ପେଟୁଆ (ଦେଖ) - —Peṭuā (See)