ପେଟ ଭଗାରି ହେବା

ଉଇକିଅଭିଧାନ‌ରୁ

ପେଟ ଭଗାରି ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଭାଇ ଭଗାରି ଯେଉଁପରି ବିବାଦ ଲଗାଇ ମନୁଷ୍ୟକୁ ଅସ୍ଥିର କରି ପକାନ୍ତି ସେହିପରି ପେଟ ମନୁଷ୍ୟକୁ ଅସ୍ଥିର କରିବା)[ସମ୍ପାଦନା]

୧. ଉଦର ଜ୍ୱାଳାକୁ ମନୁଷ୍ୟର ଅସ୍ଥିର ହେବା ଅବସ୍ଥା — ୧. Restlessness on account of hunger.
୨. (ସ୍ତ୍ରୀ) ଅସମୟରେ ବା ବାରଂବାର ଗର୍ଭବତୀ ହେବା ହେତୁ କଷ୍ଟଭୋଗ କରିବା ଅବସ୍ଥା —୨. Suffering much inconvenience on account of repeated pregnancy.
୩. (ସ୍ତ୍ରୀ) ଅସମୟରେ ବା ଅତ୍ୟଳ୍ପ କାଳ ବ୍ୟବଧାନରେ ରଜସ୍ୱଳା ହେବା ଯୋଗୁଁ ଅସୁବିଧା ଭୋଗ କରିବା ଅବସ୍ଥା — ୩. Suffering inconvenience on account of being menstruated out of time or at short intervals.