ଫଗୁ

ଉଇକିଅଭିଧାନ‌ରୁ

ଫଗୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫଲ୍ଗୁ)[ସମ୍ପାଦନା]

୧. ଫଲ୍ଗୁ; ଅବିର —୧. Red powder (Made from the root of wild ginger).

ଫଗୁ ବର୍ଣ୍ଣୋଦିକ ସର୍ବାଙ୍ଗ ରଞ୍ଜିତ ବିହରନ୍ତ ଯୁବାଦଳ— ରାଧାନାଥ. ପାର୍ବତୀ

୨. (ପୁଂ) ଲୋକଙ୍କୁ ଦିଆଯିବା ନାମ — ୨. A name given to males.