ଫନ୍ଦା ଯିବା

ଉଇକିଅଭିଧାନ‌ରୁ

ଫନ୍ଦା ଯିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫନ୍ଦା ହେବା—ଅନ୍ୟରୂପ)

=== ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -(ତୁଳ. ହିନ୍ଦୀ - ଫନ୍ଦା ଜାନା)

(କୌଣସି ବସ୍ତୁ) ରଜ୍ଜୁ ଆଦିଦ୍ୱାରା ବନ୍ଧା ଯିବା — To be tied with a rope.