ଫର୍ମା
ଫର୍ମା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଫ୍ରେମ୍; ଫର୍ମ୍)[ସମ୍ପାଦନା]
- ୧. ଛଞ୍ଚି — ୧. A mould.
- ୨. (ଇଂରାଜୀ - ଫ୍ରେମ୍) ଛବିର ଚାରିପାଖେ ଦିଆ ଯାଇଥିବା କାଠର ଧଡ଼ି —୨. The frame set round a picture.
- ୩. (ଛାପାଖାନା) ଛପା ହେବା ପାଇଁ ସଜ୍ଜତ ହୋଇଥିବା ଅକ୍ଷରର ଛାଞ୍ଚ — ୩. A form in printing.